ତଡ଼ା ଖାଇଲେ ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ! | Odisha Reporter
Advertisment
ଆନ୍ଧ୍ରର ଓଡ଼ିଶା ପ୍ରତି ଲୋଭ ଛାଡୁନି। କୋଟିଆ ପରେ ଗାଲିଗାବଦର ଉପରେ ଆନ୍ଧ୍ରର ରହିଛି ନଜର ? ନିକଟରେ ଓଡ଼ିଶା ସୀମାକୁ ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର। ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ଆନ୍ଧ୍ରର ସ୍ବାସ୍ଥ୍ୟକର୍ମୀ ମାନେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଏନେଇ ଖବର ପାଇବା ପରେ ପଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ସେଠାରେ ପହଞ୍ଚି ଆନ୍ଧ୍ର ସ୍ବାସ୍ଥ୍ୟକର୍ମୀଙ୍କୁ ତାଗିଦ କରିଥିଲେ । ଆଉ ତୁରନ୍ତ ଏରିଆ ଛାଡ଼ିବା ଲାଗି କହିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us