Advertisment

ତାତିଲେ ଦିଦି, ବର୍ଷିଲେ ନେତା

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ। ଅଙ୍ଗନବାଡି କର୍ମୀ ଭାବରେ ମା ଓ ପିଲାଙ୍କ ଭଲମନ୍ଦରେ ସବୁବେଳେ ଛିଡା ହୋଇଆସୁଛନ୍ତି।

author-image
Manoj Swain

ଅଙ୍ଗନବାଡି କର୍ମୀ ଭାବରେ ମା ଓ ପିଲାଙ୍କ ଭଲମନ୍ଦରେ ସବୁବେଳେ ଛିଡା ହୋଇଆସୁଛନ୍ତି। ଏହାରି ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ଉପରେ ବୋଝ ପକାଇ ଆସୁଛନ୍ତି। ଗୋଟିଏ ପରେ ଗୋଟିଏ ଦାୟିତ୍ୱ ଲଦି ଦିଆଯାଉଛି। ଘର ପରିବାର ସଂସାରକୁ ପଛ କରି ଏମାନେ ଅନ୍ୟ ପିଲାଙ୍କୁ ଦେଖିଥାଆନ୍ତି। ହେଲେ ଏବେ ଏମାନେ ରାଜରାସ୍ତାରେ।

Advertisment
Anganwadi Workers Bhubaneswar Odisha