Advertisment

ତାତିଲେ ଦିଦି, ବର୍ଷିଲେ ନେତା

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ। ଅଙ୍ଗନବାଡି କର୍ମୀ ଭାବରେ ମା ଓ ପିଲାଙ୍କ ଭଲମନ୍ଦରେ ସବୁବେଳେ ଛିଡା ହୋଇଆସୁଛନ୍ତି।

Advertisment

ଅଙ୍ଗନବାଡି କର୍ମୀ ଭାବରେ ମା ଓ ପିଲାଙ୍କ ଭଲମନ୍ଦରେ ସବୁବେଳେ ଛିଡା ହୋଇଆସୁଛନ୍ତି। ଏହାରି ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ଉପରେ ବୋଝ ପକାଇ ଆସୁଛନ୍ତି। ଗୋଟିଏ ପରେ ଗୋଟିଏ ଦାୟିତ୍ୱ ଲଦି ଦିଆଯାଉଛି। ଘର ପରିବାର ସଂସାରକୁ ପଛ କରି ଏମାନେ ଅନ୍ୟ ପିଲାଙ୍କୁ ଦେଖିଥାଆନ୍ତି। ହେଲେ ଏବେ ଏମାନେ ରାଜରାସ୍ତାରେ।

Advertisment
Odisha Bhubaneswar Anganwadi Workers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe