15 ସୁଦ୍ଧା ଆବେଦନ କଲେ 17ରେ ମିଳିବ ସୁଭଦ୍ରା ଟଙ୍କା | Subhadra Yojana Update !! Odisha Reporter
୧୫ ସୁଦ୍ଧା ଆବେଦନ କଲେ ୧୭ରେ ମିଳିବ ପ୍ରଥମ କିସ୍ତି
ଯଦି ଆପଣ ୧୫ ତାରିଖ ସୁଦ୍ଧା ଆବେଦନ କରୁଛନ୍ତି ତେବେ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତାରଖରେ ଭୁବନେଶ୍ୱର ଆସି ପ୍ରଥମ କିସ୍ତି ଦେବେ ।
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
