15 ସୁଦ୍ଧା ଆବେଦନ କଲେ 17ରେ ମିଳିବ ସୁଭଦ୍ରା ଟଙ୍କା | Subhadra Yojana Update !! Odisha Reporter
Advertisment
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ । ଯଦି ଏପର୍ଯ୍ୟନ୍ତ ସୁଦ୍ଧା ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ତେବେ ତୁରନ୍ତ କରିଦିଅନ୍ତୁ । ଯଦି ଆପଣ ୧୫ ତାରିଖ ସୁଦ୍ଧା ଆବେଦନ କରୁଛନ୍ତି ତେବେ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତାରଖରେ ଭୁବନେଶ୍ୱର ଆସି ପ୍ରଥମ କିସ୍ତି ଦେବେ । ଯିଏ ବି ଯୋଗ୍ୟ ହିତାଧିକାରୀ ତାଙ୍କ ଆକାଉଣ୍ଟକୁ ୧୭ ତାରିଖରେ ପ୍ରଥମ କିସ୍ତି ଯିବ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us