6 ମାସରେ କିଏ ଖୋଲି ନେଲା ସିସିଟିଭି ? | Odisha Reporter
୬ ମାସ ତଳେ ଭରତପୁର ଥାନାରେ ଲାଗିଥିଲା ସିସିଟିଭି। ଗଣମାଧ୍ୟମକୁ ବାଇଟ ଦେଇ କହିଥିଲେ ସିପି ସଂଜୀବ ପଣ୍ଡା। ଦେଖନ୍ତୁ ୬ ମାସ ପରେ ମଡେଲ ଥାନାରୁ ଗାୟବ ସିସିଟିଭି। ୬ ମାସ ଭିତରେ ଥାନାରୁ କିଏ ଚୋରାଇନେଲା କି ସିସିଟିଭି ? ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ବି ମାନିଲାନି କମିଶନରେଟ୍ ପୁଲିସ୍। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
