Advertisment

୬ ମାସରେ କିଏ ଖୋଲି ନେଲା ସିସିଟିଭି ?

୬ ମାସ ଭିତରେ ଥାନାରୁ କିଏ ଚୋରାଇନେଲା କି ସିସିଟିଭି ?

Advertisment

୬ ମାସ ତଳେ ଭରତପୁର ଥାନାରେ ଲାଗିଥିଲା ସିସିଟିଭି। ଗଣମାଧ୍ୟମକୁ ବାଇଟ ଦେଇ କହିଥିଲେ ସିପି ସଂଜୀବ ପଣ୍ଡା। ଦେଖନ୍ତୁ ୬ ମାସ ପରେ ମଡେଲ ଥାନାରୁ ଗାୟବ ସିସିଟିଭି। ୬ ମାସ ଭିତରେ ଥାନାରୁ କିଏ ଚୋରାଇନେଲା କି ସିସିଟିଭି ? ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ବି ମାନିଲାନି କମିଶନରେଟ୍ ପୁଲିସ୍। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe