ରଥ ଟଙ୍କା ଖାଇଲା କିଏ ?

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଟଙ୍କା ହରିଲୁଟ୍ କରାଯାଉଥିବା ଅଭିଯୋଗ କଲେଣି ବିଜେପି କର୍ପୋରେଟର ।

Manoj Swain
  • Published: Friday, 12 January 2024
  • Updated: 12 January 2024, 12:56 PM IST

Sports

Latest News

ୱାର୍ଡରୁ ୱାର୍ଡ ଅର୍ପଣ ରଥ ବୁଲୁଛି, ଏହା ପଛେ ପଛେ ବିବାଦ ବି ବଢୁଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଟଙ୍କା ହରିଲୁଟ୍ କରାଯାଉଥିବା ଅଭିଯୋଗ କଲେଣି ବିଜେପି କର୍ପୋରେଟର । ଭୁବନେଶ୍ବର ମହାନଗର ନିଗମରେ ଥିବା ୬୭ ଟି ୱାର୍ଡ ମଧ୍ୟରୁ କେଉଁ ଦିନ କେଉଁ ୱାର୍ଡରେ ରଥ ପରିକ୍ରମା କରିବ, ସେ ନେଇ କର୍ପୋରେଟରମାନଙ୍କ ସହ କୌଣସି ଆଲୋଚନା କି ପରାମର୍ଶ ଲୋଡା ଯାଉନଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos