ରଥ ଟଙ୍କା ଖାଇଲା କିଏ? Controversy Rises: BJP Alleges Fund Misuse in Jagannath\'s Chariot Route Planning
Advertisment
ୱାର୍ଡରୁ ୱାର୍ଡ ଅର୍ପଣ ରଥ ବୁଲୁଛି, ଏହା ପଛେ ପଛେ ବିବାଦ ବି ବଢୁଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଟଙ୍କା ହରିଲୁଟ୍ କରାଯାଉଥିବା ଅଭିଯୋଗ କଲେଣି ବିଜେପି କର୍ପୋରେଟର । ଭୁବନେଶ୍ବର ମହାନଗର ନିଗମରେ ଥିବା ୬୭ ଟି ୱାର୍ଡ ମଧ୍ୟରୁ କେଉଁ ଦିନ କେଉଁ ୱାର୍ଡରେ ରଥ ପରିକ୍ରମା କରିବ, ସେ ନେଇ କର୍ପୋରେଟରମାନଙ୍କ ସହ କୌଣସି ଆଲୋଚନା କି ପରାମର୍ଶ ଲୋଡା ଯାଉନଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us