ଖତ ଖାଉଛି ଅର୍ପଣ ଚାଉଳ, କିଏ ଦାୟୀ ? | Odisha Reporter
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତତ୍କାଳୀନ ବିଜେଡି ସରକାର ସାରା ରାଜ୍ୟ ବୁଲି ବୁଲି ଚାଉଳ ଗୁଆ ସଂଗ୍ରହ କଲେ । ଭକ୍ତ ମଧ୍ୟ ସହ ହୃଦୟ ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ ଚାଉଳ ପ୍ରଦାନ କରିଥିଲେ। ହେଲେ ଆଜି ସେ ଚାଉଳ ଜଗା ଆଗରେ ଖତ ଖାଉଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
