Advertisment

ଖତ ଖାଉଛି ଅର୍ପଣ ଚାଉଳ, କିଏ ଦାୟୀ ?

ପ୍ରତି ଗାଁରୁ ସଂଗୃହୀତ ହୋଇଥିବା ହଜାର ହଜାର କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳର ସ୍ଥିତି କ’ଣ ଅଛି ?

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତତ୍କାଳୀନ ବିଜେଡି ସରକାର ସାରା ରାଜ୍ୟ ବୁଲି ବୁଲି ଚାଉଳ ଗୁଆ ସଂଗ୍ରହ କଲେ । ଭକ୍ତ ମଧ୍ୟ ସହ ହୃଦୟ ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ ଚାଉଳ ପ୍ରଦାନ କରିଥିଲେ। ହେଲେ ଆଜି ସେ ଚାଉଳ ଜଗା ଆଗରେ ଖତ ଖାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe