ଲେଜର ସ୍କାନିଂରେ ରତ୍ନଭଣ୍ଡାରର କଣ ଜଣାପଡିବ ? | Odisha Reporter
Advertisment
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ ଆରମ୍ଭ। ଆର୍ଟିଷ୍ଟିକ, ସର୍ଭେଲାନ୍ସ ଓ ଫଟୋଗ୍ରାଫି ଟିମ୍ ସାମିଲ। ସେହିଭଳି ASI କୋର୍ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ ଅଛନ୍ତି। ତେବେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ଜଣେ ଅଧିକାରୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us