ରାତି 1ରେ କଣ ଚାଲିଛି ଥାନାରେ ? | Odisha Reporter
ଭୁବନେଶ୍ବର ଭରତପୁର ଥାନାରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇବା ପରେ ପୁଲିସ ଉପରେ ଉଠିଛି ଆଙ୍ଗୁଳି। ଅଭିଯୋଗ କରିବାକୁ ଯାଇଥିବା ଯବାନଙ୍କୁ ଅଟକ ଓ ତାଙ୍କ ବାନ୍ଧବୀଙ୍କୁ ଗିରଫ ପରେ ତେଜିଛି ଆର୍ମି ପୁଲିସ କଳି। ଏସବୁ ଭିତରେ ପ୍ରକୃତରେ ଥାନାରେ କଣ ରହିଛି ? ଏନେଇ ରାତିର ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ । ଦେଖନ୍ତୁ ରାଜଧାନୀ ଥାନାର ରିଆଲିଟି ଚେକ ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
