Advertisment

ରାତି ଅଧିଆ ରିଆଲିଟି ଚେକ୍

ଦେଖନ୍ତୁ ରାଜଧାନୀ ଥାନାର ରିଆଲିଟି ଚେକ୍‌ ରିପୋର୍ଟ।

Advertisment

ଭୁବନେଶ୍ବର ଭରତପୁର ଥାନାରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇବା ପରେ ପୁଲିସ ଉପରେ ଉଠିଛି ଆଙ୍ଗୁଳି। ଅଭିଯୋଗ କରିବାକୁ ଯାଇଥିବା ଯବାନଙ୍କୁ ଅଟକ ଓ ତାଙ୍କ ବାନ୍ଧବୀଙ୍କୁ ଗିରଫ ପରେ ତେଜିଛି ଆର୍ମି ପୁଲିସ କଳି। ଏସବୁ ଭିତରେ ପ୍ରକୃତରେ ଥାନାରେ କଣ ରହିଛି ? ଏନେଇ ରାତିର ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ । ଦେଖନ୍ତୁ ରାଜଧାନୀ ଥାନାର ରିଆଲିଟି ଚେକ ରିପୋର୍ଟ।

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe