Advertisment

ଏୟାରପୋର୍ଟ ଭଳି ହେଲା ବସ୍ ଟର୍ମିନାଲ୍, ହେଲେ ମହଙ୍ଗା ହେଲା ଖାଇବା !

210 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ ଟର୍ମିନାଲରେ ଏବେ ଏୟାରପୋର୍ଟ ଭଳି ସବୁ ଆଧୁନିକ ସୁବିଧା ରହିଛି।

author-image
Manoj Swain

ଶେଷରେ ବହୁ ବିଳମ୍ବରେ ହେଲେ ବି ଭୁବନେଶ୍ବରର ବରମୁଣ୍ଡା ବସ ଷ୍ଟାଣ୍ଡ୍, ବସ ଟର୍ମିନାଲର ରୂପ ନେଇଛି। ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାଁରେ ବସ ଟର୍ମିନାଲର ନାଁ ହେଲା ବିଏସ୍ଏବିଟି। 210 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ ଟର୍ମିନାଲରେ ଏବେ ଏୟାରପୋର୍ଟ ଭଳି ସବୁ ଆଧୁନିକ ସୁବିଧା ରହିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhubaneswar Odisha