କିଛି ଦିନ ପାଇଁ ପ୍ରଚାର କରିପାରିବେ ନାହିଁ ବୈଜୟନ୍ତ, ଆଖିରେ ହୋଇଛି ଅସ୍ତ୍ରୋପଚାର

କିଛି ଦିନ ତଳେ ହଠାତ୍ ଶ୍ରୀ ପଣ୍ଡା ତାଙ୍କ ଆଖିରେ ସମସ୍ୟା ଅନୁଭବ କରିଥିଲେ।

Baijayant Panda

ବୈଜୟନ୍ତ ପଣ୍ଡା

Jitendra Garnayak
  • Published: Friday, 03 May 2024
  • Updated: 03 May 2024, 08:43 PM IST

Sports

Latest News

ଆଗାମୀ କିଛି ଦିନ ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆଖିରେ ଅସ୍ତ୍ରୋପଚାର ହୋଇଥିବା ହେତୁ ସେ ଏବେ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Also Read

ଆଜି ଶ୍ରୀ ପଣ୍ଡାଙ୍କ ଆଖିରେ ସର୍ଜରୀ ହୋଇଛି। ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। କିଛି ଦିନ ତଳେ ହଠାତ୍ ଶ୍ରୀ ପଣ୍ଡା ତାଙ୍କ ଆଖିରେ ସମସ୍ୟା ଅନୁଭବ କରିଥିଲେ। ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଆଖିରେ ଅପରେସନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story