Advertisment

ଉପରକୁ ଚକାଚକ୍, ଭିତରେ କିଛି ନାହିଁ !

ଅଢେଇ ଲକ୍ଷ ଟଙ୍କାଠୁ ଆରମ୍ଭ କରି ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି ଗୋଟିଏ ଗୋଟିଏ ଶୌଚାଳୟ। ହେଲେ..

Advertisment

ବାଲେଶ୍ବର ସହରର ପ୍ରମୁଖ ଛକମାନଙ୍କରେ ଥିବା ଶୌଚାଳୟର ଅବସ୍ଥା କଥା କହୁଛୁ। ଅଢେଇ ଲକ୍ଷ ଟଙ୍କାଠୁ ଆରମ୍ଭ କରି ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି ଗୋଟିଏ ଗୋଟିଏ ଶୌଚାଳୟ ନିର୍ମାଣ କାମରେ। କିନ୍ତୁ ଦୀର୍ଘ ଦିନ ବିତି ଥିଲେ ବି କାର୍ଯ୍ୟକାରୀ ହୋଇ ପାରିନି କୌଣସି ବି ଶୌଚାଳୟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe