Advertisment

ଦିଦିଙ୍କ ହାତରେ ସ୍କୁଲ, ଯେସାକୁ ତେସା ନ୍ୟାୟରେ ସରକାର

ଏବେ ସ୍କୁଲ କଥା ବୁଝିବେ ଅଙ୍ଗନବାଡ଼ି ଦିଦି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ।

author-image
Manoj Swain

ଶିକ୍ଷକ ଆନ୍ଦୋଳନକୁ ସରକାରଙ୍କ ଫୁ’ । ଯେସାକୁ ତେସା ନ୍ୟାୟରେ ସରକାର । ଜିଦରେ ଅଟଳ ଶିକ୍ଷକ, ସରକାର ବି ଜିଦରେ । ଏବେ ସ୍କୁଲ କଥା ବୁଝିବେ ଅଙ୍ଗନବାଡ଼ି ଦିଦି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ।

Advertisment
Odisha Teachers' Strike Primary Teachers