ଦିଦିଙ୍କ ହାତରେ ସ୍କୁଲ, ଯେସାକୁ ତେସା ନ୍ୟାୟରେ ସରକାର | Odisha Reporter
Advertisment
ଶିକ୍ଷକ ଆନ୍ଦୋଳନକୁ ସରକାରଙ୍କ ଫୁ’ । ଯେସାକୁ ତେସା ନ୍ୟାୟରେ ସରକାର । ଜିଦରେ ଅଟଳ ଶିକ୍ଷକ, ସରକାର ବି ଜିଦରେ । ଏବେ ସ୍କୁଲ କଥା ବୁଝିବେ ଅଙ୍ଗନବାଡ଼ି ଦିଦି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us