Advertisment

ବାଟ ପାଇଲେନି, ଶେଷରେ ଫେରାଇଦେଲେ

ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚକୁ ପ୍ରଶ୍ନ କରି ଚାକିରି ହରାଇଥିଲେ ଭାରତୀ ସିଂହ। ଅନ୍ୟାୟ ଭାବେ ୩ ମାସ ପାଇଁ ବ୍ୟାଙ୍କ ମିତ୍ର ଚାକିରୀରୁ ବିଦା ହୋଇଥିଲେ।

author-image
Manoj Swain

ବ୍ୟାଙ୍କ ମିତ୍ର ଭାରତୀ ସିଂହଙ୍କ ଚାକିରିକୁ ଫେରାଇ ଦେଇଛନ୍ତି ସରକାର। ଚାକିରିରେ ଯୋଗଦେବାକୁ ପତ୍ର ଲେଖିଛନ୍ତି ବ୍ଲକର ବିଏଲଏଫ୍ ଗ୍ରୁପ, ଭାରତୀ ନିଜ କାର୍ଯ୍ୟରେ ଯୋଗଦେବେ ଏବଂ ପୂର୍ବ ପରି ପୁଣି କାର୍ଯ୍ୟ କରିବାକୁ ଚିଠି କରିଛନ୍ତି ବିଏଲଏଫ। ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚକୁ ପ୍ରଶ୍ନ କରି ଚାକିରି ହରାଇଥିଲେ ଭାରତୀ ସିଂହ। ଅନ୍ୟାୟ ଭାବେ ୩ ମାସ ପାଇଁ ବ୍ୟାଙ୍କ ମିତ୍ର ଚାକିରୀରୁ ବିଦା ହୋଇଥିଲେ। ଆଦିବାସୀ ଭୋଟ ବ୍ୟାଙ୍କ ପଳାଇବା ନେଇ ଆଶଙ୍କା କଲେ ସରକାର, ଆଉ ଶେଷରେ ନିଜର ଚାକିରି ଫେରି ପାଇଲେ ଭାରତୀ।

Advertisment
Odisha Mayurbhanj