Advertisment

କାଳିମାଡ଼ କରି ଖସିଗଲେ ମୋ ପ୍ରତି କାହିଁକି ଅନ୍ୟାୟ କଲେ ?

ଆକ୍ରୋଶମୂଳକ ଭାବେ ଜାଣିଶୁଣି ତାଙ୍କୁ ଚାକିରିରୁ ବାହାର କରାଯାଇଥିବା ଖୋଦ ଭାରତୀଙ୍କ ଗାଁର ସ୍ବୟଂ ସହାୟକ ମହିଳାମାନେ କହିଛନ୍ତି।

author-image
Manoj Swain

ଆଖପାଖ ଅଞ୍ଚଳରେ ଭାରତୀ ସିଂଙ୍କ ସଂପର୍କରେ ଯାହାଙ୍କୁ ପଚାରିବେ, କେହି ବି ଖରାପ କହୁ ନାହାନ୍ତି। ଆକ୍ରୋଶମୂଳକ ଭାବେ ଜାଣିଶୁଣି ତାଙ୍କୁ ଚାକିରିରୁ ବାହାର କରାଯାଇଥିବା ଖୋଦ ଭାରତୀଙ୍କ ଗାଁର ସ୍ବୟଂ ସହାୟକ ମହିଳାମାନେ କହିଛନ୍ତି। ଅନ୍ୟମାନଙ୍କୁ ସହଯୋଗ କରିବାଠୁ ଆରମ୍ଭ କରି ବ୍ୟାଙ୍କ କାମ, ନିଜ କାମରେ କେବେ ବି ଖିଲାପ କରି ନାହାନ୍ତି।

Advertisment
Odisha Mayurbhanj