କାଳିମାଡ଼ କରି ଖସିଗଲେ ମୋ ପ୍ରତି କାହିଁକି ଅନ୍ୟାୟ କଲେ ? | Odisha Reporter
Advertisment
ଆଖପାଖ ଅଞ୍ଚଳରେ ଭାରତୀ ସିଂଙ୍କ ସଂପର୍କରେ ଯାହାଙ୍କୁ ପଚାରିବେ, କେହି ବି ଖରାପ କହୁ ନାହାନ୍ତି। ଆକ୍ରୋଶମୂଳକ ଭାବେ ଜାଣିଶୁଣି ତାଙ୍କୁ ଚାକିରିରୁ ବାହାର କରାଯାଇଥିବା ଖୋଦ ଭାରତୀଙ୍କ ଗାଁର ସ୍ବୟଂ ସହାୟକ ମହିଳାମାନେ କହିଛନ୍ତି। ଅନ୍ୟମାନଙ୍କୁ ସହଯୋଗ କରିବାଠୁ ଆରମ୍ଭ କରି ବ୍ୟାଙ୍କ କାମ, ନିଜ କାମରେ କେବେ ବି ଖିଲାପ କରି ନାହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us