ରାତି ଅଧରେ ରାଜପ୍ରାସାଦ ପଶିଲା ଭାଲୁ। ଏଣେ ତେଣେ ବୁଲିଲା ପରେ ଡାଇନିଂ ରୁମରେ ପଶି ସବୁ ଖାଦ୍ୟ ଖାଇଗଲା। ନୂଆପଡା ଜିଲ୍ଲା ଖଡିଆଳ ସହରର ରାଜମହଲରେ ଏପରି ଘଟଣା ଘଟିଛି।
ଗତକାଲି ରାତିରେ ଏକ ଭାଲୁ ଖଡିଆଳ ରାଜପ୍ରାସାଦକୁ ପଶିଯାଇଥିଲା। ପରେ ରାଜପ୍ରାସାଦ ଭିତରେ ପଶି ଏଣେତେଣେ ବୁଲିଥିଲା। ଡାଇନିଂ ରୁମରେ ପଶି ସେଠାରେ ଥିବା ସବୁ ଖାଦ୍ୟ ଭାଲୁ ଖାଇ ଦେଇଥିଲା। ଦେଢ ଘଣ୍ଟା କାଳ ରାଜମହଲରେ ଉତ୍ପାତ ମଚାଇଥିଲା ଭାଲୁ ।
Also Read
ଭାଲୁକୁ ଦେଖି ରାଜପ୍ରାସାଦରେ ଥିବା ସବୁ ସଦସ୍ୟ ଭୟଭୀତ ହୋଇ ପଡ଼ିଥିଲେ। ସମସ୍ତ ଗୋଟିଏ ସ୍ଥାନରେ ଲୁଚି ରହି ସବୁ ଦେଖୁଥିଲେ। ଏହାସହ ବନ ବିଭାଗକୁ ଖବର ଦେଇଥିଲେ।
ଭାଲୁକୁ ଧରିବା ପାଇଁ ବନ ବିଭାଗ, ପୁଲିସ ଓ ଅଗ୍ନିଶମ ବାହିନୀ ରାଜପ୍ରାସାଦରେ ପହଞ୍ଚିଥିଲେ। ବହୁ କଷ୍ଟରେ ଭାଲୁକୁ କାବୁ ଥିଲେ। ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯାଇଥିଲା। ଏହି ଖବର ଚାରିଆଡେ ପ୍ରସାରିତ ହେବାପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଭାଲୁ କିପରି ରାଜପ୍ରାସାଦ ଭିତରେ ପଶିଲା, ତାହା ଜଣାପଡ଼ିନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।