Advertisment

ଜୟପୁରରେ ଭାଲୁ ଆତଙ୍କ

ଜଙ୍ଗଲ ଛାଡ଼ି ରାସ୍ତିରେ ବୁଲୁଛନ୍ତି 4 ଭାଲୁ।

Advertisment

କୋରାପୁଟର ଜୟପୁର ସହରରେ ଭାଲୁ ଆତଙ୍କ। ଜଙ୍ଗଲ ଛାଡ଼ି ରାସ୍ତିରେ ବୁଲୁଛନ୍ତି 4 ଭାଲୁ। ଆମ୍ବାଗୁଡା ଓ କୁମୁଲିପୁଟ ଅଞ୍ଚଳରେ ଲୋକେ ଭୟଭୀତ। ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ।

Advertisment
Odisha Koraput Jeypore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe