Advertisment

ବାଲିଯାତ୍ରାକୁ ଆସୁଛନ୍ତି, ସରିଲେ ଫେରିଯାଉଛନ୍ତି

ସନ୍ଦେହ ବଢ଼ିଲା, କିଏ ଏମାନଙ୍କୁ ଏଭଳି କରିବାକୁ ପ୍ରବର୍ତ୍ତାଉଛି ?

Advertisment

ବାହାର ରାଜ୍ୟର ଭିକାରୀଙ୍କ ଟାର୍ଗେଟରେ ଐତିହାସିକ ବାଲିଯାତ୍ରା। ଗହଳି ଭିତରେ ନୂଆ ନୂଆ ଉପାୟରେ କରୁଛନ୍ତି ଭିକ୍ଷାବୃତ୍ତି। ଏକାଠି ଅଟୋରେ ଆସୁଛନ୍ତି, ଅଲଗା ଅଲଗା ମାଗୁଛନ୍ତି ଭିକ। ପ୍ରତିବର୍ଷ ଆସୁଛନ୍ତି, ବାଲିଯାତ୍ରା ସରିଲେ ଉଭେଇ ଯାଉଛନ୍ତି, ସନ୍ଦେହ ବଢ଼ିଲା, କିଏ ଏମାନଙ୍କୁ ଏଭଳି କରିବାକୁ ପ୍ରବର୍ତ୍ତାଉଛି ।

Advertisment
Bali Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe