ରାସନ କାର୍ଡ: କାହାର କଟିବ, କାହାର ରହିବ | Odisha Reporter
ରାଜ୍ୟରେ ଅନେକ ଭୂତ ହିତାଧିକାରୀ ରାସନ କାର୍ଡରେ ସାମିଲ ଥିବାର ଅଭିଯୋଗ ପରେ ରାଜ୍ୟ ସରକାର ସବୁ ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାସନକାର୍ଡ ପାଇବେ ଆଉ ୮ଲକ୍ଷ ହିତାଧିକାରୀ ! ନୂଆ ଆବେଦନକାରୀଙ୍କୁ ମାସକ ମଧ୍ୟରେ ମିଳିବ ରାସନକାର୍ଡ । ପ୍ରାୟ ୬ ଲକ୍ଷ ପରିବାର ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
