Advertisment

ରାସନ କାର୍ଡ କାହାକୁ ମିଳିବ, କାହାର କଟିବ ?

ରାଜ୍ୟରେ ଅନେକ ଭୂତ ହିତାଧିକାରୀ ରାସନ କାର୍ଡରେ ସାମିଲ ଥିବାର ଅଭିଯୋଗ ପରେ ରାଜ୍ୟ ସରକାର ସବୁ ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଦ୍ୟତନ ହୋଇଛି
Advertisment

ରାଜ୍ୟରେ ଅନେକ ଭୂତ ହିତାଧିକାରୀ ରାସନ କାର୍ଡରେ ସାମିଲ ଥିବାର ଅଭିଯୋଗ ପରେ ରାଜ୍ୟ ସରକାର ସବୁ ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାସନକାର୍ଡ ପାଇବେ ଆଉ ୮ଲକ୍ଷ ହିତାଧିକାରୀ ! ନୂଆ ଆବେଦନକାରୀଙ୍କୁ ମାସକ ମଧ୍ୟରେ ମିଳିବ ରାସନକାର୍ଡ । ପ୍ରାୟ ୬ ଲକ୍ଷ ପରିବାର ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe