Advertisment

ଦୀପିକାଙ୍କ ଘର ସଜାଡ଼ିବେ ପାଣ୍ଡିଆନ !

ଯାହା ବି ବାଦ ବିଦାଦ ଆସୁନା କାହିଁକି ନିଜ ଜିଦରେ ଅଟଳ ରହିଛନ୍ତି କେ.ଦୀପିକା । ପୁଅକୁ ବାପାର ଓ ନିଜକୁ ସ୍ତ୍ରୀର ହକ୍ ପାଇଁ ସେମିତି ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା ।

author-image
Manoj Swain

ଯାହା ବି ବାଦ ବିଦାଦ ଆସୁନା କାହିଁକି ନିଜ ଜିଦରେ ଅଟଳ ରହିଛନ୍ତି କେ.ଦୀପିକା । ପୁଅକୁ ବାପାର ଓ ନିଜକୁ ସ୍ତ୍ରୀର ହକ୍ ପାଇଁ ସେମିତି ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ନିଜ ସମସ୍ୟାର ସମାଧାନ କେମିତି ହୋଇପାରିବ ସେନେଇ 5-T ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିବାକୁ ସ୍ଥିର କରିଛନ୍ତି । 

Advertisment
Odisha Ganjam