ଯାହା ବି ବାଦ ବିଦାଦ ଆସୁନା କାହିଁକି ନିଜ ଜିଦରେ ଅଟଳ ରହିଛନ୍ତି କେ.ଦୀପିକା । ପୁଅକୁ ବାପାର ଓ ନିଜକୁ ସ୍ତ୍ରୀର ହକ୍ ପାଇଁ ସେମିତି ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ନିଜ ସମସ୍ୟାର ସମାଧାନ କେମିତି ହୋଇପାରିବ ସେନେଇ 5-T ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିବାକୁ ସ୍ଥିର କରିଛନ୍ତି ।