ଅଫିସ ମରାମତି ପାଇଁ ହାତରୁ ଟଙ୍କା ଦେଲେ ମନ୍ତ୍ରୀ

ଗ୍ରାଉଣ୍ଡ ଜିରୋରେ ହଠାତ୍ ଆସି ପହଞ୍ଚିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।

Manoj Swain
  • Published: Tuesday, 13 August 2024
  • Updated: 13 August 2024, 03:06 PM IST

Sports

Latest News

ଗ୍ରାଉଣ୍ଡ ଜିରୋରେ ହଠାତ୍ ଆସି ପହଞ୍ଚିଲେ ପରିବହନ ମନ୍ତ୍ରୀ । ଆଉ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ। ଏ ହେଉଛି ବ୍ରହ୍ମପୁର ସହର ସ୍ଥିତ ଏସ୍‌ବିଆର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା OSRTC ଡିପୋର ଚିତ୍ର। ଯେଉଁଠି କାହାକୁ କିଛି ନଜଣାଇ ହଠାତ୍ ପହଞ୍ଚିଥିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos