ଅଦ୍ୟତନ ହୋଇଛି
ଅଫିସ ମରାମତି ପାଇଁ ହାତରୁ ଟଙ୍କା ଦେଲେ ମନ୍ତ୍ରୀ | Berhampur OSRTC Bus Depot | Commerce & Transport Min |OR
Advertisment
ଗ୍ରାଉଣ୍ଡ ଜିରୋରେ ହଠାତ୍ ଆସି ପହଞ୍ଚିଲେ ପରିବହନ ମନ୍ତ୍ରୀ । ଆଉ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ। ଏ ହେଉଛି ବ୍ରହ୍ମପୁର ସହର ସ୍ଥିତ ଏସ୍ବିଆର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା OSRTC ଡିପୋର ଚିତ୍ର। ଯେଉଁଠି କାହାକୁ କିଛି ନଜଣାଇ ହଠାତ୍ ପହଞ୍ଚିଥିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us