Advertisment

ସ୍ୱାମୀ ଆଗରେ ବାହାହେଲେ ଦିଅର-ଭାଉଜ

ନିଜ ସ୍ୱାମୀଙ୍କ ଉପସ୍ଥିତିରେ ଖୁସିରେ ଖୁସିରେ ପ୍ରେମିକ ହାତରୁ ସିନ୍ଦୁର ପିନ୍ଧୁଛି ସ୍ତ୍ରୀ। ଏଇ ପ୍ରେମିକ ଜଣକ ପୁଣି ଆଉ କେହି ନୁହେଁ ନିଜ ଦିଅର ବା ସ୍ୱାମୀଙ୍କ ସାନଭାଇ। ଯିଏକି କିଛିଦିନ ତଳେ ହିସାବରେ ଦିଅର ଭାଉଜ ଥିଲେ ଆଜି ସେ ସମସ୍ତଙ୍କଠୁ ନିଜ ନୂଆ ଜୀବନ ଆରମ୍ଭର ଆଶୀର୍ବାଦ ନେଉଛନ୍ତି। ଫେରାର ହୋଇଥିବା ଏହି ପ୍ରେମୀ ଯୁଗଳଙ୍କ ବିବାହ କରାଉଛି ପୋଲିସ। ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପରିସରରେ।

Husband Marriage Husband-wife Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe