କଣ କହିଥିଲେ, କାହିଁକି ତାଙ୍କୁ ବାହାର କଲେ ?

କି ଭୁଲ ଥିଲା ? କାହିଁକି ଚାକିରି ଗଲା ? କିଏ ଥିଲେ ଷଡ଼ଯନ୍ତ୍ରକାରୀ ?

Manoj Swain
  • Published: Thursday, 12 October 2023
  • Updated: 12 October 2023, 01:10 PM IST

ସମସ୍ତଙ୍କୁ ଧନ୍ୟବାଦ ଦେଲେ ଆଉ ହସି ହସି ଭାରତୀ କହିଲେ ସତ୍ୟର ଜୟ ହେଲା। କି ଭୁଲ ଥିଲା ? କାହିଁକି ଚାକିରି ଗଲା ? କିଏ ଥିଲେ ଷଡ଼ଯନ୍ତ୍ରକାରୀ ? ଭୁବନେଶ୍ବରରେ ପ୍ରତିକ୍ରିୟା ଦେଲେ ଆଉ ଘରେ ପହଞ୍ଚିଲା ବେଳକୁ ଚାକିରି ଗୋଲ୍ । ଭାରତୀ ନିଜ କାମରେ ଅବହେଳା କରିଥିଲେ ନା ଅର୍ଥନୈତିକ କାରବାରରେ ହେରଫେର୍ କରିଥିଲେ ? ବରଂ ଜଣେ ଦକ୍ଷ ବ୍ୟାଙ୍କମିତ୍ର ଭାବେ ଆଓ୍ବାର୍ଡ ପାଇଛନ୍ତି ଆଉ ପ୍ରଶଂସା ସାଉଁଟିଛନ୍ତି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos