କଣ କହିଥିଲେ... କାହିଁକି ତାଙ୍କୁ ବାହାର କଲେ ? | Bharati Thanked All, Smiled and Declared Truth\'s Victory
Advertisment
ସମସ୍ତଙ୍କୁ ଧନ୍ୟବାଦ ଦେଲେ ଆଉ ହସି ହସି ଭାରତୀ କହିଲେ ସତ୍ୟର ଜୟ ହେଲା। କି ଭୁଲ ଥିଲା ? କାହିଁକି ଚାକିରି ଗଲା ? କିଏ ଥିଲେ ଷଡ଼ଯନ୍ତ୍ରକାରୀ ? ଭୁବନେଶ୍ବରରେ ପ୍ରତିକ୍ରିୟା ଦେଲେ ଆଉ ଘରେ ପହଞ୍ଚିଲା ବେଳକୁ ଚାକିରି ଗୋଲ୍ । ଭାରତୀ ନିଜ କାମରେ ଅବହେଳା କରିଥିଲେ ନା ଅର୍ଥନୈତିକ କାରବାରରେ ହେରଫେର୍ କରିଥିଲେ ? ବରଂ ଜଣେ ଦକ୍ଷ ବ୍ୟାଙ୍କମିତ୍ର ଭାବେ ଆଓ୍ବାର୍ଡ ପାଇଛନ୍ତି ଆଉ ପ୍ରଶଂସା ସାଉଁଟିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us