Advertisment

ରାଜଧାନୀରେ ଭାରତୀୟ ମଜଦୁର ସଂଘର ଗର୍ଜନ

10 ଦଫା ଦାବି ନେଇ ଭାରତୀୟ ମଜଦୁର ସଙ୍ଘର ବିଶାଳ ଆନ୍ଦୋଳନ ।

Advertisment

10 ଦଫା ଦାବି ନେଇ ଭାରତୀୟ ମଜଦୁର ସଙ୍ଘର ବିଶାଳ ଆନ୍ଦୋଳନ। ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ମିଳିତ ସମାବେଶ । ସେପଟେ ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର କଳାକାରଙ୍କ ସଂକୀର୍ତ୍ତନ ଆନ୍ଦୋଳନ ।

Advertisment
Odisha Bhubaneswar Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe