ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଅଭିଯୋଗ ସମଗ୍ର ଦେଶରେ ଚାଂଚଲ୍ୟ ସୃଷ୍ଟି କରିଛି । ତେବେ ଏ ନେଇ ସମାଜସେବୀ ନର୍ମତା ଚଢା କଣ କହୁଛନ୍ତି ଶୁଣନ୍ତୁ...