ପୁଲିସ- ସେନା ବିବାଦ; କାହାର ରହିବ ଦବଦବା ?

ସେନା ଓ ପୁଲିସ ମଧ୍ୟରେ ଜାରି ରହିଛି ଟକରାଟକରି।

Manoj Swain
  • Published: Sunday, 22 September 2024
  • Updated: 22 September 2024, 02:29 PM IST

ପୂର୍ବରୁ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ବାହାରିଥିଲା ଏବେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘ ବାହାରିଲା। ସେନା ଓ ପୁଲିସ ମଧ୍ୟରେ ଜାରି ରହିଛି ଟକରାଟକରି। ଏହାରି ଭିତରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଭାରତପୁର ଥାନାରେ ହୋଇଥିବା ନିର୍ଯାତନାରେ ହେବ ତ କାର୍ଯ୍ୟାନୁଷ୍ଠାନ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos