ପୂର୍ବରୁ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ବାହାରିଥିଲା ଏବେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘ ବାହାରିଲା। ସେନା ଓ ପୁଲିସ ମଧ୍ୟରେ ଜାରି ରହିଛି ଟକରାଟକରି। ଏହାରି ଭିତରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଭାରତପୁର ଥାନାରେ ହୋଇଥିବା ନିର୍ଯାତନାରେ ହେବ ତ କାର୍ଯ୍ୟାନୁଷ୍ଠାନ ?