Advertisment

ଭରତପୁର ଥାନାରେ ଏଣେତେଣେ ପଡ଼ିଛି ସିସିଟିଭି

ତଳେ ପଡ଼ିଥିବା ସିସିଟିଭିକୁ ନେଇ ବଢ଼ିଲା ରହସ୍ୟ ।

author-image
Manoj Swain

ଭରତପୁର ଥାନାରେ ଏଣେତେଣେ ପଡ଼ିଛି ସିସିଟିଭି । ଗଦା ଗଦା ସିସିଟିଭି କ୍ୟାମେରା ଖୋଲା ଯାଇଛି। ଆଗରୁ ଥିଲା ନା ଏବେ ଖୋଲା ଯାଇଛି ? ତଳେ ପଡ଼ିଥିବା ସିସିଟିଭିକୁ ନେଇ ବଢ଼ିଲା ରହସ୍ୟ । ଦେଖନ୍ତୁ ଦୃଶ୍ୟ...

Advertisment
Odisha Bhubaneswar