Advertisment

ଥାନାରେ ନାଇଟି ପିନ୍ଧି ଡ୍ୟୁଟି କରିପାରିବେ କି ?

ଥାନାରେ ପୁଲିସ କର୍ମଚାରୀ ଡ୍ୟୁଟି ସମୟରେ ନାଇଟି ପିନ୍ଧି ଥିବାକୁ ନେଇ ସଙ୍ଗୀନ ଅଭିଯୋଗ କରିଥିଲେ ମେଜରଙ୍କ ବାନ୍ଧବୀ।

author-image
Manoj Swain

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା। ଯାହାକୁ ନେଇ ଦୋହଲିଛି ଓଡ଼ିଶା। ତେବେ ଥାନାରେ ପୁଲିସ କର୍ମଚାରୀ ଡ୍ୟୁଟି ସମୟରେ ନାଇଟି ପିନ୍ଧି ଥିବାକୁ ନେଇ ସଙ୍ଗୀନ ଅଭିଯୋଗ କରିଥିଲେ ମେଜରଙ୍କ ବାନ୍ଧବୀ। ତେବେ ପୁଲିସ ଡ୍ୟୁଟି କରିବା ସମୟରେ ନାଇଟି ପିନ୍ଧିବା ଉଚିତ ନା ଅନୁଚିତ, ବରିଷ୍ଠ ପୁଲିସ ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ...

Advertisment
Odisha Bhubaneswar