ନବୀନଙ୍କ ପୋଲିସ Vs 100 ଦିନିଆ ମୋହନଙ୍କ ପୋଲିସ୍ | Odisha Reporter
୨୪ ବର୍ଷର ନବୀନ ସରକାର ସମୟରେ ରାଜ୍ୟ ହୋଇଛି ଅନେକ ଥର ନିନ୍ଦିତ। କେତେବେଳେ ମମିତା ତ କେତେବେଳେ ମାଧବୀଲତା ଆଉ କେତେବେଳେ କୁନ୍ଦୁଲି ପୀଡ଼ିତା। ଦିନ ଦ୍ବିପ୍ରହରରେ ନବୀନଙ୍କ ପୁଲିସ ମାରିଦେଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ । କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ ଶୁଣାଉଥିବା ଅଭିଯୋଗ କରୁଥିଲେ ବିରୋଧୀ । ମୋହନ ସରକାରରେ ଭରତପୁର ଥାନା ଘଟଣା ଆଣିଛି ରାଜ୍ୟ ପାଇଁ ନିନ୍ଦା। ୨୪ ବର୍ଷର ପୁଲିସ୍ ମାନସିକତା କ’ଣ ବଦଳିଯିବ ୧୦୦ ଦିନରେ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
