Advertisment

୨୪ ବର୍ଷର ମାନସିକତା କ’ଣ ବଦଳିଯିବ ୧୦୦ ଦିନରେ ?

୨୪ ବର୍ଷର ନବୀନ ସରକାର ସମୟରେ ରାଜ୍ୟ ହୋଇଛି ଅନେକ ଥର ନିନ୍ଦିତ। କେତେବେଳେ ମମିତା ତ କେତେବେଳେ ମାଧବୀଲତା ଆଉ କେତେବେଳେ କୁନ୍ଦୁଲି ପୀଡ଼ିତା।

Advertisment

୨୪ ବର୍ଷର ନବୀନ ସରକାର ସମୟରେ ରାଜ୍ୟ ହୋଇଛି ଅନେକ ଥର ନିନ୍ଦିତ। କେତେବେଳେ ମମିତା ତ କେତେବେଳେ ମାଧବୀଲତା ଆଉ କେତେବେଳେ କୁନ୍ଦୁଲି ପୀଡ଼ିତା। ଦିନ ଦ୍ବିପ୍ରହରରେ ନବୀନଙ୍କ ପୁଲିସ ମାରିଦେଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ । କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ ଶୁଣାଉଥିବା ଅଭିଯୋଗ କରୁଥିଲେ ବିରୋଧୀ । ମୋହନ ସରକାରରେ ଭରତପୁର ଥାନା ଘଟଣା ଆଣିଛି ରାଜ୍ୟ ପାଇଁ ନିନ୍ଦା। ୨୪ ବର୍ଷର ପୁଲିସ୍ ମାନସିକତା କ’ଣ ବଦଳିଯିବ ୧୦୦ ଦିନରେ ?

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe