Advertisment

ପ୍ରକୃତ ଦୋଷୀ କିଏ ?

ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାକୁ ନେଇ ଏବେ ବି ହଟିନି ସସପେନ୍ସ।

Advertisment

ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାକୁ ନେଇ ଏବେ ବି ହଟିନି ସସପେନ୍ସ। ପୁଲିସ ଦୋଷୀ ନା ବାନ୍ଧବୀ ଦୋଷୀ ? କିଏ ଆଗ ଅପରାଧିକ କାର୍ଯ୍ୟକୁ ଅପଣେଇଲା ତାହା ଏବେବି ରହସ୍ୟ ଘେରରେ। ପୁରା ଘଟଣାକୁ ଯଦି ଦେଖିବା ଏଥିରେ ନା କେହି ନିରପେକ୍ଷ ସାକ୍ଷୀ ରହିଛନ୍ତି ନା ରହିଛି ବଳିଷ୍ଠ ପ୍ରମାଣ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe