ଅଦ୍ୟତନ ହୋଇଛି
ଡେଙ୍ଗୁ ମଶା ବାଣ୍ଟୁଛି ବିଏମସି ! || Bhubaneswar Hotspot for Dengue Mosquitoes || BMC || Odisha Reporter
Advertisment
ଡେଙ୍ଗୁ ମଶାଙ୍କ ଲାର୍ଭା ନଷ୍ଟ କରିବ କଣ ଓଲଟା ଏଭଳି ସ୍ଥିତି ସୃଷ୍ଟି କରୁଛି ଯେ, ମଶା ବଂଶ କମିବେ କଣ ବରଂ ବଢି ଚାଲିଛନ୍ତି। ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। ତିନି ମାସ ପୂର୍ବରୁ ବିଏମସି ରାସ୍ତା ପାର୍ଶ୍ୱରେ ଟାଇଲ ବସାଇବାକୁ ଖୋଳିଥିଲା। ସ୍ୱେରେଜ ଲାଇନର କାମ ପାଇଁ ମଧ୍ୟ ଖୋଳି ଦେଲା। ନିର୍ବାଚନ ସରିଲା, ସରକାର ଚାଲିଗଲା ଆଉ କାମ ଠପ ହୋଇଗଲା। ଫଳରେ ବର୍ଷା ପାଣି ଜମିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦିନ ଦ୍ୱିପ୍ରହରରେ ଭଣ ଭଣ ହେଉଛନ୍ତି ମଶା। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us