ମାଟି ତାଡ଼ି କେନାଲ ଖୋଲିଲେ ସାଂସଦ, କହିଲେ - ଅବରୋଧ ହଟାଇବାକୁ ଦେଲୁ ୩ ଦିନ ସମୟ

ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ୱାରା ଲୋକଙ୍କ ସମଗ୍ର ଅଞ୍ଚଳକୁ ପୋତି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି।

Bhubaneswar MP

ଲୋକଙ୍କ ସମସ୍ୟା ବୁଝିବାକୁ ଘଟଣାସ୍ଥଳରେ ସାଂସଦ ଅପରାଜିତା ଷଡଙ୍ଗୀ ।

Niharika Rout
  • Published: Thursday, 07 September 2023
  • Updated: 07 September 2023, 02:04 PM IST

Sports

Latest News

ମାଟି ତାଡ଼ି କେନାଲ ଖୋଲିଲେ ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦୀର୍ଘ ଦିନର ସଂଘର୍ଷ ପରେ ଆଜି ସାଂସଦଙ୍କ ଉପସ୍ଥିତିରେ ଲୋକେ ମାଟି ଖୋଳି କେନାଲର ପୁନରୁଦ୍ଧାର କରୁଥିବା ବେଳେ ଏଥିରେ ନିଜେ ସହଯୋଗ କରିଥିଲେ ଅପରାଜିତା। ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ୱାରା ଲୋକଙ୍କ ସମଗ୍ର ଅଞ୍ଚଳକୁ ପୋତି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ତେଣୁ ଲୋକଙ୍କ ଅଧିକାର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ତୁରନ୍ତ ମାଟି ତାଡ଼ି କେନାଲ ବାଟ ସଫା କରିବାକୁ ୩ ଦିନ ସମୟ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟ ମଧ୍ୟରେ ମାଟି ତାଡ଼ି କେନାଲ ଖୋଳା ନ ଗଲେ ୧୧ ତାରିଖରେ ସମଗ୍ର ଅଞ୍ଚଳବାସୀ ସାଂସଦଙ୍କ ଉପସ୍ଥିତିରେ କେନାଲ ଖୋଳି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଥିବା ନେଇ ଭୁବନେଶ୍ୱର ସାଂସଦଙ୍କ ନିକଟରେ ବହୁ ପୂର୍ବରୁ ଅଭିଯୋଗ ହୋଇ ଆସିଛି। ଏପରିକି ମାଟି ପକାଇ କେନାଲକୁ ପୋତା ଯାଇଥିବା କହିଥିଲେ ଗ୍ରାମବାସୀ। । ଏହାଦ୍ୱାରା ୪ ଶହ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ।

ଆଜି ସେହି ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେଠାରେ ଶତାଧିକ ଲୋକ ଉପସ୍ଥିତ ଥିବା ବେଳେ ସମସ୍ତଙ୍କ ସାମନାରେ ମାଟି ଖୋଳା ଯାଇଥିଲା। ଫଳରେ ତାହା ତଳେ କଂକ୍ରିଟ ଚ୍ୟାନେଲର ସନ୍ଧାନ ମିଳିଥିଲା। ତେଣୁ ଚାଷୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୩ ଦିନ ମଧ୍ୟରେ ଉକ୍ତ କେନାଲ ଉପରୁ ସମସ୍ତ ମାଟି ହଟାଇବାକୁ ସୂଚାଇ ଦେଇଛନ୍ତି ସାଂସଦ ଷଡଙ୍ଗୀ। ନଚେତ ଅଞ୍ଚଳର ଚାଷୀମାନେ ୧୧ ତାରିଖରେ ଉକ୍ତ ଡ୍ୟାମ ଉପରୁ ମାଟିକୁ ଖୋଳି ଦେବେ ବୋଲି ଚେତାବନୀ ଦେଇଛନ୍ତି ଅପରାଜିତା ଷଡଙ୍ଗୀ।

Also Read

ଘଟଣାସ୍ଥଳ ଦେଖିବା ପରେ ଅପରାଜିତା କହିଛନ୍ତି, ୨ ବର୍ଷ ତଳେ ଯେଉଁ ଚାଷୀମାନେ ୩ଶହ ଏକର ଜମିରେ ଚାଷ କରୁଥିଲେ, ଏବେ ସେମାନେ ଆଉ ପାଣି ପାଉ ନାହାନ୍ତି। ଜଣେ ପ୍ରଭାବଶାଳୀ ମହିଳା ନିଜ ସହକର୍ମୀଙ୍କ ଦ୍ୱାରା ପୂରା ଅଞ୍ଚଳକୁ ପୋତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କର ଏଥିରେ ସମ୍ପୂର୍ଣ୍ଣ ସହଯୋଗ ରହିଛି। ନକ୍ସା ଯାଞ୍ଚ ପରେ ୪ଶହ ମିଟର ଜବରଦଖଲ ହୋଇଥିବା ଦେଖାଯାଇଛି। ୩ଟି ଜାଗା ଖୋଳିବାରୁ ତାହା ତଳେ କଂକ୍ରିଟ ଚ୍ୟାନେଲ ଥିବା ଦେଖାଦେଇଛି। ତାହାକୁ ପୋତି ଦିଆଯାଇଛି। ଏହା ଚାଷୀଙ୍କ ପ୍ରତି ଗରୀବଙ୍କ ପ୍ରତି ବହୁତ ବଡ଼ ଅନ୍ୟାୟ ।

ଏଥିସହ ସେ କହିଛନ୍ତି, କିରୁଥିକା ପ୍ରଭାକରନ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ ସହଯୋଗରେ ଏହା କରିଛନ୍ତି। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଖୋଳିବାକୁ ପଡ଼ିବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ୩ ଦିନ ସମୟ ଦିଆଯାଇଛି। ୧୦ ତାରିଖ ସୁଦ୍ଧା ଏହି କାମ ନ ହେଲେ ୧୧ ତାରିଖରେ ଏହି ଅଞ୍ଚଳର ସମସ୍ତ ଲୋକଙ୍କ ଉପସ୍ଥିତିରେ ଏହାକୁ ଖୋଳି ଦିଆଯିବ । ଡେରାସ୍ ଡ୍ୟାମର ପାଣି ଉପରେ ଏଠାକାର ଲୋକଙ୍କର ଅଧିକାର ଥିବା ବେଳେ ଏହା ସେମାନଙ୍କ ନିକଟକୁ ଯିବା ଉଚିତ। ଏହା ଆମ ପ୍ରାଥମିକ ଦାୟିତ୍ୱ ।

ଏନେଇ ରାଜ୍ୟ ସରକାର କିମ୍ବା କିରୁଥିକା ପ୍ରଭାକରନଙ୍କ ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story