ମନ୍ତ୍ରୀ ତୁମେ କେଉଁଠି ଥିଲ ?| Odisha Reporter
Advertisment
ମନ୍ତ୍ରୀ ଚାହିଁଥିଲେ ବସ ଧର୍ମଘଟ ସମାଧାନ ହୋଇ ପାରିଥାଆନ୍ତା। ବସ ମାଲିକ ସଂଘ ସହ ସିଧା ବସି ଆଲୋଚନା କଲେ ନାହିଁ। ଏପରିକି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବାରମ୍ବାର ଦାବିପତ୍ର ଦେଇଥିଲେ ବି ମନ୍ତ୍ରୀ ମହାଶୟା କିନ୍ତୁ କର୍ଣ୍ଣପାତ କଲେ ନାହିଁ। ଏବେ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବା ପରେ ମନ୍ତ୍ରୀଙ୍କ ନିଦ ଭାଙ୍ଗିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us