IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର

ଆର.ପି କୋଚେ, ଅରୁଣା ବୋଥ୍ରା, ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ବଦଳି। ଉମାଶଙ୍କର ଦାଶ ଭୁବନେଶ୍ୱର-କଟକ କମିଶନରେଟ ପୁଲିସକୁ ଫେରିଲେ।

Sanjib Panda PhotoOR

ପୁଲିସ କମିଶନର ସଞ୍ଜୀବ ପଣ୍ଡା

Jitendra Garnayak
  • Published: Sunday, 29 September 2024
  • Updated: 29 September 2024, 10:24 PM IST

Sports

Latest News

ରାଜ୍ୟ ସରକାର ଆଜି IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ନୂଆ ଡିଜିପି ଭାବେ ୱାଇ.ବି ଖୁରାନିଆ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଦେଢ଼ ମାସ ପରେ  ଆଇପିଏସ୍‌ ସ୍ତରରେ ହୋଇଛି ଏହି ଅଦଳବଦଳ। ଉଭୟ ବରିଷ୍ଠ ଆଇପିଏସ୍‌ ଓ ଏସ୍‌ପି ସ୍ତରରେ ହୋଇଛି ବ୍ୟାପକ ବଦଳି। ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ କରାଯାଇଛି ବଦଳି। ସେହିପରି ୨୦ଟି ଜିଲ୍ଲାର ଏସ୍‌ପି ବଦଳିଛନ୍ତି। ସେମାନଙ୍କ ସହିତ ବ୍ରହ୍ମପୁର ଓ ରାଉରକେଲା ଏସ୍‌ପି ମଧ୍ୟ ବଦଳିଛନ୍ତି।   

ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଏ.କେ ରାୟଙ୍କୁ ଜେଲ୍ ଡିଜି କରାଯାଇଛି। ଗୃହ ବିଭାଗରେ OSD ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍‌ର ଆଇପିଏସ୍‌  ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ଏବେ ସ୍ପେଶାଲ ଆର୍ମଡ ପୁଲିସର ଏଡିଜିପି ଥିବା ଆର.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏବେ ଗୁଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ SCRB ଓ SFSLର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। 

୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ତଥା କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟ ରାଜ୍ୟ ପୁଲିସ ଏକାଡେମୀ (BPSPA)ର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ଏଡିଜିପି (ଅପରେସନ) ସୁରେଶ ଦେବଦତ୍ତ ସିଂହ ହେବେ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର। 

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲୱେ ଓ ତଟ ସୁରକ୍ଷା ADGP ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କ ସ୍ଥାନରେ ଏସ୍‌ସିଆରବିର ନିର୍ଦ୍ଦେଶକ ଥିବା ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ କରାଯାଇଛି କ୍ରାଇମବ୍ରାଞ୍ଚ ଏଡିଜି।

କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ADGP ଭାବେ ଅବସ୍ଥାପିତ ୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ରାଧାକୃଷ୍ଣ ଶର୍ମାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।  ADGP ଆଧୁନିକୀକରଣ ଦାୟିତ୍ୱରେ ଥିବା ଦୟାଲ୍ ଗଙ୍ଗୱାରଙ୍କୁ ପୁଲିସ ମୁଖ୍ୟାଳୟର ADGP ଭାବେ ବଦଳି କରାଯାଇଛି। ୧୯୯୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ରେଲୱେ ଓ ତଟ ସୁରକ୍ଷା ADGP ରାଜେଶ କୁମାରଙ୍କୁ ସ୍ପେଶାଲ୍ ଆର୍ମଡ ପୁଲିସ ADGP ଭାବେ ବଦଳି କରାଯାଇଛି।

ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଆଇଜିପି ଏସ୍‌ ସାଇନିଙ୍କୁ CAW & CWର ଆଇଜିପି ଭାବେ ବଦଳି କରାଯାଇଛି। 

କଟକରେ ଅବସ୍ଥାପିତ କେନ୍ଦ୍ରାଞ୍ଚଳ ଆଇଜିପି ସଞ୍ଜୟ କୁମାର କୌଶଲଙ୍କୁ ଭିଜିଲାନ୍ସ ଆଇଜିପି, ବାଲେଶ୍ୱରରେ ଅବସ୍ଥାପିତ ପୂର୍ବାଞ୍ଚଳ ଆଇଜିପି ଦୀପକ କୁମାରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଆଇଜିପି ଓ ବ୍ରହ୍ମପୁରରେ ଅବସ୍ଥାପିତ ଦକ୍ଷିଣାଞ୍ଚଳ ଆଇଜିପି ଜୟ ନାରାୟଣଙ୍କୁ ଆଇଜିପି ଅପରେସନ ଭାବେ ବଦଳି କରାଯାଇଛି।  

ଖୋର୍ଦ୍ଧା ଏସ୍‌ପି ଥିବା ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅବିନାଶ କୁମାରଙ୍କୁ ସ୍ପେଶାଲ୍ ଆର୍ମଡ ପୁଲିସ ଡିଆଇଜି ଭାବେ ବଦଳି କରାଯାଇଛି। ସେହିଭଳି ଡିଆଇଜି ରାଙ୍କରେ ଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ବ୍ରହ୍ମପୁରରେ ଅବସ୍ଥାପିତ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ଭାବେ ରାଉରକେଲାରେ ଅବସ୍ଥାପିତ ନିତି ଶେଖରଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ କୋରାପୁଟକୁ ବଦଳି କରାଯାଇଛି। 

୨୦୦୮ର ଆଇପିଏସ୍ ଅଫିସର ତଥା ଡିଆଇଜି ରାଙ୍କରେ ଥାଇ ଅନୁଗୋଳ ଏସ୍‌ପି ଥିବା ଉମାଶଙ୍କର ଦାଶ ଭୁବନେଶ୍ୱର-କଟକ କମିଶନରେଟ ପୁଲିସକୁ ଫେରିଛନ୍ତି। ତାଙ୍କୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି।  

ଡିଆଇଜି ରାଙ୍କରେ ଥାଇ କଟକ ଡିସିପି ଥିବା ପ୍ରକାଶ ଆର’ଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି। ଡିଆଇଜି ରାଙ୍କରେ ଥାଇ ରାଉରକେଲା ଏସ୍‌ପି ଥିବା ବ୍ରିଜେଶ କୁମାର ରାୟଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାରେ ଅବସ୍ଥାପିତ କରାଯାଇଛି। 

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଅପରେସନ ଦାୟିତ୍ୱ ଦିଆଯାଇଛି। ୨୦୦୯ ବ୍ୟାଚ୍‌ର ଆଇପିଏସ୍ ତଥା ଏବେ  ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ କୋରାପୁଟରେ ଅବସ୍ଥାପିତ ଚରଣ ସିଂହ ମୀନାଙ୍କୁ ଡିଆଇଜି ସିଆର ଭାବେ କଟକକୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ପାରୁଲ ଗୁପ୍ତାଙ୍କୁ ଡିଆଇଜି କଂପ୍ୟୁଟର ଭାବେ ଦାୟିତ୍ୱ ଦିଆଯାଇଛି। 

ଏସ୍‌ପି ସ୍ତରରେ ଅଦଳବଦଳ

ଭାରତପୁର ଥାନା କାଣ୍ଡ ମାମଲାରେ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିବା ୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି କରି ବଦଳି କରାଯାଇଛି। ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି। ଯାଜପୁର ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର ଆଇପିଏସ୍ ବିନିତ ଅଗ୍ରୱାଲଙ୍କୁ ପୁରୀ ଏସ୍‌ପି କରାଯାଇଛି।

ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି। ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସ୍‌ପି ଭାବେ ବଦଳି କରାଯାଇଛି।

ଦେବଗଡ଼ ଏସ୍‌ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ ମଧ୍ୟ ଭିଜିଲାନ୍ସ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। କଟକ ଏସ୍‌ପି ଥିବା ଏଲ୍‌ ଦିବ୍ୟା ବି’ଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି।

ନୟାଗଡ଼ ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ରାହୁଲ ଜୈନଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଏସ୍‌ପି ଏସ୍‌ ସୁଶ୍ରୀଙ୍କୁ ନୟାଗଡ଼ ବଦଳି କରାଯାଇଥିବା ବେଳେ ଗଜପତି ଏସ୍‌ପି ସ୍ୱାତୀ ଏସ୍‌ କୁମାରଙ୍କୁ ରାୟଗଡ଼ା, ମାଲକାନଗିରି ଏସ୍‌ପି ନୀତେଶ ୱାଧାନିଙ୍କୁ ରାଉରକେଲା, ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବଦଳି କରାଯାଇଛି। ଭିଜିଲାନ୍ସ ଏସ୍‌ପି ଥିବା ଡାକ୍ତର ଏସ୍‌. ବିବେକ ଏମ୍‌ଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି।

ପୁଲିସ ମୁଖ୍ୟାଳୟରେ ଏଆଇଜି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଞ୍ଜାମ, ନବରଙ୍ଗପୁର ଏସ୍‌ପି ରୋହିତ ବର୍ମାଙ୍କୁ କୋରାପୁଟ, ସୋନପୁର ଏସ୍‌ପି ଯଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର ଓ ରାୟଗଡ଼ା ଏସ୍‌ପି ହରିଶ ବି.ସିଙ୍କୁ କନ୍ଧମାଳ ଏସ୍‌ପି ଭାବେ ବଦଳି କରାଯାଇଛି।

୫ ଓପିଏସ୍‌ ହେଲେ ଏସ୍‌ପି

ଏହି ଅଦଳବଦଳ ପ୍ରକ୍ରିୟାରେ ୫ ଜଣ ଓପିଏସ୍‌ଙ୍କୁ ଏସ୍‌ପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର-କଟକ ପୁଲିସ କମିଶନରେଟରେ ଅତିରିକ୍ତ ଡିସିପି ଥିବା ଓପିଏସ୍ ଅଫିସର ଅନୀଲ କୁମାର ମିଶ୍ରଙ୍କୁ ଦେବଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି।

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଥିବା ଓପିଏସ୍ ଅଫିସର ରାମ ପ୍ରସାଦ ସାହୁଙ୍କୁ ସୋନପୁର ଏସ୍‌ପି ଭାବେ ବଦଳି କରାଯାଇଛି। ଢେଙ୍କନାଳ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସ୍‌ପି ଥିବା ଭବାନୀ ଶଙ୍କର ଉଦଗାତାଙ୍କୁ ଜଗତସିଂହପୁର ଏସ୍‌ପି ଭାବେ ବଦଳି କରାଯାଇଛି।

ସେହିପରି ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏସ୍‌ପି ଥିବା ତଥା କଟକ ଏସ୍‌ଆରପି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ଓପିଏସ୍ ଅଫିସର ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ନୂଆ ଦାୟିତ୍ୱ ମିଳିଛି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ପ୍ରଶାସକ (ସୁରକ୍ଷା) ଥିବା ଓପିଏସ୍‌ ଅଫିସର ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ଜିଲ୍ଲା ଏସ୍‌ପି ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story