Advertisment

ଶବ ବୋହୁଛି ବିଜୁବାବୁଙ୍କ ଗାଡି !

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଯେଉଁ ଜିପରେ ବସି ଏକଦା ନିର୍ବାଚନୀ ପ୍ରଚାର କରୁଥିଲେ ସେହି ଜିପ ଆଜି ଶବ ବୋହୁଛି।

Advertisment

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଯେଉଁ ଜିପରେ ବସି ଏକଦା ନିର୍ବାଚନୀ ପ୍ରଚାର କରୁଥିଲେ ସେହି ଜିପ ଆଜି ଶବ ବୋହୁଛି। କେବଳ ବିଜୁ ବାବୁ ନୁହଁନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣୀ ରାଉତରାୟ ଓ ତାଙ୍କ ପୁଅ ବିଜୟଶ୍ରୀ ରାଉତରାୟଙ୍କ ଭଳି ମହାନ ନେତା ଯେଉଁ ଜିପରେ ବସି ଏକଦା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଏବଂ ବିଭିନ୍ନ ସଭା ସମିତିକୁ ଯାଉଥିଲେ ସେହି ଜିପ ଆଜି ଶବ ବୋହୁଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhadrak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe