/odisha-reporter/media/post_attachments/uploadimage/library/16_9/16_9_0/hirakud_1704639646.jpg)
hirakud
ଆସନ୍ତାକାଲିଠାରୁ ହିରାକୁଦ ଡ୍ୟାମରେ ଆରମ୍ଭ ହେବ ପକ୍ଷୀ ଗଣନା। ସକାଳ ୬ଟା ରୁ ଅପରାହ୍ନ ୫ ଟା ଯାଏଁ ପକ୍ଷୀ ଗଣନା କରାଯିବ। ଏଥିପାଇଁ ଡ୍ୟାମର ୫ଶହ ବର୍ଗ କିଲୋମିଟର ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି।
Advertisment
୫୦୦ ବର୍ଗ କିଲୋମିଟର ମଧ୍ୟରେ ହେବ ଗଣନା ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ୍ ଗଣନା କରିବେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍ ରେ ସାମିଲ ହେବେ।
ମୋଟ ୩୨ଟି ଟିମ ସହିତ ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡାର ବନ ବିଭାଗ ମଧ୍ୟ ଏହି ଗଣନା କାର୍ଯ୍ୟରେ ସାମିଲ ହେବ। ଏନେଇ ହିରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
