Advertisment

ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ମନା !

ଯେଉଁ ମାଆ ନ୍ୟାୟ ପାଇଁ ଦୀର୍ଘ ୧୪ ମାସ ହେଲା ରାତିଦିନ ଏକ କରି ଲଢ଼େଇ ଜାରି ରଖିଛନ୍ତି, ସିଏ ୧୬ ଲକ୍ଷ ଟଙ୍କା ନେବା କଥା ସମ୍ପୂର୍ଣ୍ଣ ମିଛ। ଏ ନେଇ ଗଣାମଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରୁଚିକାଙ୍କ ମାଆ।

author-image
Manoj Swain

ବଢ଼ିଲା ଝିଅର ମୃତ୍ୟୁ ପରେ ପ୍ରତିଦିନ ମରି ମରି ଜୀଇଁଛି ଜଣେ ମାଆ। ସେଥିରେ ପୁଣି ମୁଣ୍ଡ ଉପରେ ମିଛ ବଦନାମ। ଚାରିଆଡ଼େ ମିଛ ଗୁଜବ ହେଉଛି କି, ଝିଅ ମୃତ୍ୟୁ ମାମଲାକୁ ଚାପିବା ପାଇଁ ରୁଚିକାଙ୍କ ମାଆଙ୍କୁ କୁଆଡ଼େ ୧୬ ଲକ୍ଷ ଟଙ୍କା ଦେଇଛନ୍ତି ମନ୍ତ୍ରୀ। ଯେଉଁ ମାଆ ନ୍ୟାୟ ପାଇଁ ଦୀର୍ଘ ୧୪ ମାସ ହେଲା ରାତିଦିନ ଏକ କରି ଲଢ଼େଇ ଜାରି ରଖିଛନ୍ତି, ସିଏ ୧୬ ଲକ୍ଷ ଟଙ୍କା ନେବା କଥା ସମ୍ପୂର୍ଣ୍ଣ ମିଛ। ଏ ନେଇ ଗଣାମଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରୁଚିକାଙ୍କ ମାଆ।

Advertisment
Raja Swain BjD Odisha